5T ମାଧ୍ୟମରେ ରୂପାନ୍ତରିତ ହେବ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର
5T ମାଧ୍ୟମରେ ରୂପାନ୍ତରିତ ହେବ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର। ଏଥର ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା।

5T ମାଧ୍ୟମରେ ରୂପାନ୍ତରିତ ହେବ ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର। ଏଥର ରୋଗୀ ପାଇବେ ଉନ୍ନତମାନର ଚିକିତ୍ସା। ୧ କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ଆସିକା ସହରବାସୀ । କାର୍ଯ୍ୟକ୍ରମରେ ସାମିଲ ଥିଲେ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ବୁଦ୍ଧିଜୀବୀ ।